ସମ୍ବଲପୁରରେ କିନ୍ନରଙ୍କ ନିଆରା ଫେସନ ଶୋ’ ! ଏଡସ ସଚେତନତା ପାଇଁ ଭାଗନେଲେ କିନ୍ନର

63

କନକ ବ୍ୟୁରୋ : ଶୀତଳଷଷ୍ଠୀ ଯାତ୍ରା ଉପଲକ୍ଷେ ସମ୍ବଲପୁରରେ କରାଯାଇଥିଲା ଏକ ନିଆରା ଫେସନ ଶୋ । ଏଡସ୍ ସଚେତନତା ପାଇଁ କିନ୍ନରମାନେ ଫେସନ ଶୋ’ର ଆୟୋଜନ କରିଥିଲେ । ଆଉ ସମ୍ବଲପୁରବାସୀ ଏହି ଫେସନ ଶୋ’କୁ ଭରପୁର ଉପଭୋଗ କରିଥିଲେ ।