କୃଷି ବିଭାଗ ବୈଠକରେ ଅଭାବନୀୟ ଦୃଶ୍ୟ : ୱାର୍ଟସ୍ଆପରେ ଚାଲିଛି ଖରିଫ ଚାଷ

2

ବାଲେଶ୍ୱର : ୱାର୍ଟସ୍ଆପ୍ ଓ ଫେସବୁକରେ ଚାଲିଛି ଖରିଫ ଚାଷ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କୃଷି ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି ଏବଂ ବେଧଡକ୍ ଭାବେ ସରକାରୀ ବାବୁମାନେ ମୋବାଇଲରେ ୱାର୍ଟସ୍ଆପ୍ କିମ୍ବା ଫେସବୁକ୍ ଖୋଲି ସେଥିରେ ବ୍ୟସ୍ତ ଅଛନ୍ତି । ବୈଠକରେ କଣ ଆଲୋଚନା ଚାଲିଛି, ଚାଷୀଙ୍କୁ କେମିତି ଶସ୍ତାରେ ଋଣ ଯୋଗାଇ ଦିଆଯିବ, କେମିତି ଧାନ ଅମଲ କରାଯିବ ସେନେଇ ଆଲୋଚନା ଚାଲିଥିବା ବେଳେ ବାବୁମାନେ ବ୍ୟସ୍ତ ଅଛନ୍ତି ନିଜ ମୋବାଇଲରେ ।

Comments are closed.