ଓଡିଶାକୁ ଜଷ୍ଟିସ୍ ମାର୍କେଣ୍ଡୟ କାଟଜୁଙ୍କ କଟାକ୍ଷ ପ୍ରସଙ୍ଗ : ଓଡିଶାକୁ ଅପମାନ ଖାରବେଳଙ୍କ ସମର୍ଥନ

32

କନକ ବ୍ୟୁରୋ : ଜଷ୍ଟିସ୍ ମାର୍କେଣ୍ଡୟ କାଟଜୁଙ୍କ କଟାକ୍ଷକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପାଉଥିବା ବେଳେ କାଟଜୁଙ୍କ ମନ୍ତବ୍ୟକୁ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି ଉତ୍କଳ ଭାରତର ମୁଖ୍ୟ ଖାରବେଳ ସ୍ୱାଇଁ । ସେ କେଉଁ ଉଦ୍ଦେଶ୍ୟରେ ଏହାକୁ ସମର୍ଥନ କରୁଛନ୍ତି ତାକୁ ମଧ୍ୟ ବାଖ୍ୟା କରିଛନ୍ତି ।

ଆମେ ଓଡ଼ିଆମାନେ ଯେଉଁ  ବ୍ୟକ୍ତିକୁ ଓଡ଼ିଶାର ପ୍ରବାଦ ପୁରୁଷ ବୋଲି ଦାବି କରୁଛୁ । ସେ ନିଜ ସନ୍ତାନକୁ ଓଡିଆ ପଦୁଟିଏ ଶିଖାଇ ପାରିଲେ ନାହିଁ ବୋଲି କହିଛନ୍ତି । ଯେତେବେଳେ ଆମେ ସବୁ ମାଗି ଖାଇବା ପାଇଁ ବିଭିନ୍ନ ସରକାରୀ ଯୋଜନା ଉପରେ ନିର୍ଭର କରିଛନ୍ତି । ତ ନିଶ୍ଚିତ ବାହର ଲୋକ ଓଡ଼ିଶା ଓ ଓଡ଼ିଆଙ୍କୁ ନେଇ ଏଭଳି କମେଂଟ୍ କରିବେ ବୋଲି ସେ ଯୁକ୍ତି କରିଛନ୍ତି । ଜଷ୍ଟିସ କାଟଜୁଙ୍କୁ ସମର୍ଥନ କରିବାକୁ ଯାଇ କଣ କହିଛନ୍ତି ଖାରବେଳ ସ୍ୱାଇଁ ଦେଖନ୍ତୁ ଏହି ଭିଡିଓରେ –