ପଂଚାୟତ ନିର୍ବାଚନରେ ଖାତା ଖୋଲିଲା ଆମ ଓଡିଶା ପାର୍ଟି ! ଖଣ୍ଡପଡାରେ ହାତେଇଲା ଜିଲ୍ଲା ପରିଷଦ ଆସନ

40

କନକ ବ୍ୟୁରୋ : ପଂଚାୟତ ନିର୍ବାଚନରେ ଖାତା ଖୋଲିଲା ଆମ ଓଡିଶା । ନୟାଗଡ ଖଣ୍ଡପଡା ଜୋନ-୬ରେ ଆମ ଓଡିଶା ପାର୍ଟ ପ୍ରାର୍ଥୀ ବିଜୟୀ । ଆମ ଓଡିଶା ପାର୍ଟିର ପ୍ରାର୍ଥୀ ରାମେଶ୍ୱର ଶତପଥି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଜେଡିର ଅମିତ କୁମାର ମହାରଣାଙ୍କୁ ୧୧ଶହରୁ ଉର୍ଦ୍ଧ ଭୋଟରେ ପରାସ୍ତ କରିଛନ୍ତି । ସେପଟେ ପଂଚାୟତ ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ଆମ ଓଡିଶା ଦଳର ଅଧ୍ୟକ୍ଷ ସୋ÷ମ୍ୟ ରଞ୍ଜନ ପଟ୍ଟନାୟକ । ସେ କହିଛନ୍ତିି ନବୀନ ପଟ୍ଟନାୟକଙ୍କକ ଅହଂଙ୍କାରରେ ଅଙ୍କୁଶ ଲାଗିଲା ।