ବେଲବାହାଳିରେ କୁଶେଇ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କଲା ଜିଲ୍ଲା ପ୍ରଶାସନ

35

କେନ୍ଦୁଝର : ପୁଣିଥରେ ଆରମ୍ଭ ହୋଇଛି କୁଶେଇ ସେତୁ କାମ । ଜିଲ୍ଲାପାଳ, ଏସପିଙ୍କ ଉପସ୍ଥିତିରେ ଆନନ୍ଦପୁର ପଟୁ ଆପ୍ରୋଚ ରୋଡ କାମ ଆରମ୍ଭ ହୋଇଛି । ଘଟଣା ସ୍ଥଳରେ ୨୨ ପ୍ଲାଟୁନ ପୁଲିସ ଫୋର୍ସ ଉପସ୍ଥିତ ଅଛନ୍ତି । ଗ୍ରାମବାସୀଙ୍କ ବିରୋଧ ପରେ ସେତୁ କାମ ବନ୍ଦ ରହିଥିଲା ।