କେନ୍ଦୁଝର : ହାତୀ ଆତଙ୍କରେ ଘରଦ୍ୱାର ଛାଡୁଛନ୍ତି ଲୋକେ

24

କନକ ବ୍ୟୁରୋ : ରାତି ହେଲେ ଲୋକଙ୍କୁ ଘାରୁଛି ହାତୀ ଭୟ । ଲୋକେ ଭୟରେ ଘର ବାହାରକୁ ବାହାରି ପାରୁନଥିବା ବେଳେ ହାତୀ ଆତଙ୍କରେ ଲୋକମାନେ ଘରଦ୍ୱାର ଛାଡି ପଳାଉଛନ୍ତି । କେନ୍ଦୁଝର ଜିଲା ଚଂପୁଆ ଓ ବଡବିଲ ରେଂଜ ଅଂଚଳରେ ଗତ କିଛିମାସ ହେବ ହାତୀ ଉପଦ୍ରବ ଲାଗିରହିଛି ।