ଚମ୍ପୁଆ ଶସାଙ୍ଗ ସ୍କୁଲରୁ ମିଳିଲା ଶିଶୁ କନ୍ୟାର ମୃତଦେହ : ହତ୍ୟା ସନ୍ଦେହ

24

କନକ ବ୍ୟୁରୋ : କେନ୍ଦୁଝର ଯୋଡାରେ ୩ ବର୍ଷର ଶିଶୁ କନ୍ୟାର ମୃତତଦେହ ଉଦ୍ଧାର । ଚମ୍ପୁଆ ଥାନା ଶସାଙ୍ଗ ସ୍କୁଲରୁ ଶିଶୁ କନ୍ୟାର ମୃତଦେହ ମିଳିଛି । ୩ ଦିନ ହେବ ଶିଶୁ କନ୍ୟାଟି ନିଖୋଜ ଥିଲା । ଶିଶୁ କନ୍ୟାକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।