କେନ୍ଦୁଝର : କାଳିକାପ୍ରସାଦ ନିକଟରେ ବସ୍ ଦୁର୍ଘଟଣା, ୧୪ ଜଣ ଆହତ

17

କନକ ବ୍ୟୁରୋ : କେନ୍ଦୁଝର କାଳିକାପ୍ରସାଦ ନିକଟରେ ବସ୍ ଦୁର୍ଘଟଣା । ଭୁବନେଶ୍ୱରରୁ ରାଂଚି ଯାଉଥିବା ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କାଳିକାପ୍ରସାଦ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଛି ଦିଲଦାର ବସ୍ । ଦୁର୍ଘଟଣାରେ ୧୪ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :