କେନ୍ଦୁଝର ପାଟଣା ବ୍ଲକରେ ନବନିର୍ମାଣ କୃଷକ ସଂଗଠନ ସମାବେଶ ! ପ୍ରାଇସ,ପେନସନ ଓ ପ୍ରେଷ୍ଟିଜ ଦାବିରେ ଗର୍ଜିଲେ ଚାଷୀ

23

କନକ ବ୍ୟୁରୋ : ପ୍ରାଇସ,ପେନସନ, ପ୍ରେଷ୍ଟିଜ ଦାବିରେ ଗର୍ଜିଲେ ଚାଷୀ । କେନ୍ଦୁଝର ପାଟଣା ବ୍ଲକରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ବିରାଟ ସମାବେଶ କରାଯାଇଛି । ଏଥିରେ ହଜାର ହଜାର ଚାଷୀ ଯୋଗ ଦେଇଛନ୍ତି । ନବ ନିର୍ମାଣ କୃଷକ ସଂଗଠନ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ ସମାବେଶରେ ଯୋଗଦେଇଛନ୍ତି ।