କେନ୍ଦୁଝରରେ ବଡ ଧରଣର ଲୁଟ୍ : ପୁଲିସର ତନାଘନା

13

କେନ୍ଦୁଝର: କେନ୍ଦୁଝରରେ ବଡ ଧରଣର ଲୁଟ୍ । ୪ଟି ଜୁଏଲାରୀ ଦୋକାନରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟିନେଲେ ଦୁବୃର୍ତ। ଜିଲ୍ଲାର ନନ୍ଦିପଡା ଥାନା ଶାଳଣିିଆ ବଜାରରୁ ଗତକାଲି ରାତିରେ ଦୁବୃର୍ତମାନେ ଏକସଂଗରେ ୪ଟି ଜୁଏଲାରୀ ଦୋକାନର ସଟର ଭାଂଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି । ଦୁବୃର୍ତମାନେ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ୨୦ କେଜି ରୁପାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।