ପୁଣି ଭାଇରାଲ ହେଲା ଅଶ୍ଳୀଳ ଭିଡିଓ । କେନ୍ଦ୍ରାପଡାରେ କଲେଜ ଛାତ୍ରଛାତ୍ରୀଙ୍କ ଅନ୍ତରଙ୍ଗ ମୂହୁର୍ତର ଭିଡିଓ ଭାଇରାଲ

58

କନକ ବ୍ୟୁରୋ : ପୁଣି ଅଶ୍ଳୀଳ ଭିଡିଓ ଭାଇରାଲ । କେନ୍ଦ୍ରାପଡା ଜିଲ୍ଲାରେ ଏମିତି ଏକ ଭିଡିଓକୁ ନେଇ ଏବେ ଚର୍ଚ୍ଚା । ଜଣେ କଲେଜ୍ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଛି । ଜଣେ ଯୁବକଙ୍କ ସହ ଛାତ୍ରୀଙ୍କ ଅନ୍ତରଙ୍ଗ ମୂହୁର୍ତର ଭିଡିଓ ଭାଇରାଲ ହୋଇଛି । ଏହି ଘଟଣାରେ ଡେରାବିଶ ଥାନା ପୋଲିସ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ନିକଟରେ ନୟାଗଡ ଜିଲ୍ଲାରେ ଏମିତି ଅଶ୍ଳୀଳ ଭିଡିଓକୁ ନେଇ ଚର୍ଚ୍ଚା ଜୋରଦାର ହୋଇଥିଲା ।