ରାଜଧାନୀରେ ମହାଠକେଇ : କେବିପି ଲାଇଫ ଷ୍ଟାଇଲ ଲିମିଟେଡରୁ ୩୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

21

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀରେ ମହାଠକେଇ । କେବିପି ଲାଇଫ ଷ୍ଟାଇଲ ଲିମିଟେଡରୁ ୩୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ସଂସ୍ଥାର ତିନି କର୍ମଚାରୀ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ତେବେ ଏହି ଘଟଣାରେ ସଂପୃକ୍ତ ୩ ଜଣ କର୍ମଚାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।