ପୁଣି ଥରେ ପାଖାପାଖି ହେଉଛନ୍ତି କ୍ୟାଟ୍ରିନା କୈଫ୍ ଓ ରଣବୀର କପୁର ! ଭିଡ଼ିଓରୁ ଜଣାପଡ଼ିଲା ଅସଲ କଥା

0

କ୍ୟାଟ୍ରିନା କୈଫ୍ ଏବଂ ରଣବୀର କପୁର ଉଭୟେ ନିଜର ଆଗାମୀ ସିନେମା ‘ଜଗା ଜାସୁସ’ର ପ୍ରମସୋନ କରୁଛନ୍ତି । ବ୍ରେକଅପ୍ ସତ୍ୱେ ଉଭୟଙ୍କ ଦମଦାର କେମେଷ୍ଟ୍ରି ଦେଖିବା ପାଇଁ ମିଳୁଛି । ନିକଟରେ କ୍ୟାଟ୍ରିନା ଓ ରଣବୀର ସିମା ୨୦୧୭ ପାଇଁ ଆବୁଧାବି ପହଞ୍ଚିଥିଲେ । ସେଠାେରେ ମଧ୍ୟ ଉଭୟ ‘ଜଗା ଜାସୁସ’ର ପ୍ରମୋସନ କରିଥିଲେ । ଏହି ଇଭେଣ୍ଟରେ କ୍ୟାଟ୍ ହଳଦିଆ ରଙ୍ଗର ଗାଉନ ପନ୍ଧିଥିବାର ଦେଖା ଯାଇଥିଲା ।

କ୍ୟାଟ୍ ନିଜର କିଛି ଫଟୋ ଇନଷ୍ଟାଗ୍ରାମରେରେ ଶେୟାର ମଧ୍ୟ କରିଛନ୍ତି । ଏଠାରେ ରଣବୀର ଓ କ୍ୟାଟ୍ ଏକାଠି ନଜର ଆସିଥିଲେ ଓ ଉକ୍ତ ଆୱାର୍ଡ଼ ସୋକୁ ଉପଭୋଗ ମଧ୍ୟ କରିଥିଲେ । କ୍ୟାଟ୍ ନିଜର ଓ ରବଣବୀରଙ୍କ ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଠି ସେ ରବଣବୀରଙ୍କ ହାକୁ ଧରି ଥିବାର ନଜର ଆସୁଛି । ଏହି ଆୱାଡ଼ ସୋରେ ଅନେକ ବଡ଼ ବଡ଼ ତାରକା ମଧ୍ୟ ସାମିଲ ଥିଲେ ।

Comments are closed.