କନକ ନ୍ୟୁଜର ସାକ୍ଷାତକାର ଅଧାରୁ ଉଠିଗଲେ ଜଷ୍ଟିସ କାଟଜୁ : ମିଳିଲାନି ପ୍ରଶ୍ନର ଉତ୍ତର

40

କନକ ବ୍ୟୁରୋ :  କନକ ନ୍ୟୁଜର ସାକ୍ଷାତକାର ଅଧାରୁ ଉଠିଗଲେ ଜଷ୍ଟିସ କାଟଜୁ  । ଫେସବୁକ୍ ମନ୍ତବ୍ୟ ନେଇ ପ୍ରଶ୍ନର ମିଳିଲାନି ଉତର । ଜୋକ୍ କରିବା ପାଇଁ କାହିଁକି ଓଡିଶାକୁ ବାଛିଲେ କାଟଜୁ ? ଉତର ନଦେଇ ଜଷ୍ଟିସ କାଟଜୁ ଉଠିଗଲେ ।