କରଂଜିଆ ତେରଂଟି ଗାଁରେ ବାପାଙ୍କୁ ପିଟି ପିଟି ହତ୍ୟା କଲା ପୁଅ

19

କରଂଜିଆ : କରଂଜିଆ ରରୁଂଆ ଥାନା ତେରଂଟି ଗାଁରେ ପାରିବାରିକ କଳହ । ବାପାଙ୍କୁ ପିଟି ପିଟି ହତ୍ୟା କଲା ପୁଅ । ଅଭିଯୁକ୍ତ ଫେରାର ।