କପିଲ ଶର୍ମାଙ୍କୁ ମିଳିବ ସମ୍ମାନଜନକ ଦାଦ ସାହେବ ଫାଲକେ ଆୱାର୍ଡ !

31

ବିଗତ ବେଶ କିଛି ଦିନ ଧରି ବିବାଦରେ ରହିଥିବା କପିଲ ଶର୍ମା ପାଇବେ ଦାଦ ସାହେବ ଫାଲକେ ଆୱାର୍ଡ । ଏଥିରୁ ଜଣାପଡୁଛି ଏତେ ବିବାଦ ପରେବି ତାଙ୍କର ଲୋକପ୍ରିୟତା କମିନି । ତେଣୁ କପିଲ ଶର୍ମାଙ୍କୁ ପ୍ରଦାନ କରାଯିବ ସମ୍ମାନଜନକ ଦାଦ ସାହେବ ଫାଲକେ ଆୱାର୍ଡ । ୨ୟ ଥର ପାଇଁ କପିଲଙ୍କୁ ଏହି ଆୱାର୍ଡ ମିଳିବାକୁ ଯାଉଛି । ୨୦୧୪ରେ କପିଲ ପ୍ରଥମ ଥର ପାଇଁ ଏହି ସମ୍ମାନଜନକ ଆୱାର୍ଡ ହାତେଇଥିଲେ । ଜୁନ ୧ରେ ମୁମ୍ବାଇରେ ଏନେଇ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ କରାଯିବ ।