କଂସ ମାଗିଲେ ଭୁଲ ! ବରଗଡ ଧନୁଯାତ୍ରା ସମିତିର କାରଣ ଦର୍ଶାଅ ନୋଟିସ ପରେ ମାନିଲେ ତ୍ରୁଟି

75

କନକ ବ୍ୟୁରୋ : କ୍ଷମା ମାଗିଲେ କଂସ ମହାରାଜ । ଧର୍ମଶାଳା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରିବା ଘଟଣାରେ ଆଜି କ୍ଷମା ମାଗିଛନ୍ତି ହୃଷିକେଶ ଭୋଇ ।

ଗତକାଲିର ଘଟଣାକୁ ବରଗଡ଼ ଧନୁଯାତ୍ରା ସମିତି ଅତି ଗୁରୁତ୍ୱର ସହ ନେଇଥିଲା । ଏନେଇ ହୃଷିକେଶ ଭୋଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଏତେ ବିବାଦ ଭିତରେ ଛନ୍ଦି ହୋଇ ପଡିଥିବା ହୃଷିକେଶ ଭୋଇ ଆଜି କ୍ଷମା ମାଗିଛନ୍ତି ।

ଏହା ସହ ଦେଖନ୍ତୁ ଧର୍ମଶାଳାରେ ଅଭିନୟ କରି ଫସିଲେ ମହାରାଜ କଂସ : ବରଗଡ ଧନୁଯାତ୍ରା ସମିତି ପଠାଇଲା କାରଣ ଦର୍ଶାଅ ନୋଟିସ