ଲାଂଚ ଦେଉଛି ଓଡିଶା ! ମାଗଣା ନୁହେଁ ଇନ୍ଦିରା ଆବାସ, ମୋ କୁଡିଆ, ବିଜୁ ପକ୍କା ଘର . . ଦେଖନ୍ତୁ ଏହି ରିପୋର୍ଟ

123

କନକ ବ୍ୟୁରୋ : ଇନ୍ଦିରା ଆବାସରେ ମିଳୁଛି କି ମାଗଣା ଘର? ମୋ କୁଡିଆ ଓ ବିଜୁ ପକ୍କା ଘର ଯୋଜନାରେ ରାଜ୍ୟର ଗରିବଟିଏ ଘର ଖଣ୍ଡିଏ ପାଇପାରୁଛି କି? ପଂଚାୟତ ଓ ବ୍ଲକ୍ ସ୍ତରରେ ଚାଲିଛି କି ଟଙ୍କା କାରବାର? ଗ୍ରାଉଣ୍ଡ ଜିରୋରେ କନକ ନ୍ୟୁଜ୍ ସ୍ଥିତି ପରଖିବା ପରେ ପଦାକୁ ଆସିଛି ଏହାର ସତ । ସରକାରଙ୍କ ମାଗଣା ଘର ଖଣ୍ଡିଏ ପାଇଁ ଦେବାକୁ ପଡୁଛି ହାତଗୁଂଜା । ଉପରୁ ତଳ ଯାଏଁ ବାବୁ ବାଂଟିନେଉଛନ୍ତି ଟଙ୍କା । କେମିତି ଚାଲିଛି ପିସି କାରବାର , ଦେଖନ୍ତୁ ଏହି ରିପୋର୍ଟ ।