କନକ ନ୍ୟୁଜ୍ କ୍ୟାମ୍ପେନର ବଡ଼ ପ୍ରଭାବ : ପିସି କାରବାର ଅଭିଯୋଗରେ ପ୍ରଥମଥର ପାଇଁ ସରପଂଚଙ୍କ ନାଁରେ ମାମଲା ଦାୟର କଲେ ବିଡିଓ

29

କନକ ବ୍ୟୁରୋ : କନକ ନ୍ୟୁଜର ପ୍ରଭାବ । ପିସି କାରବାର ନେଇ ଗ୍ରାଉଣ୍ଡ ଜିରୋରେ କନକ ନ୍ୟୁଜ୍ ଖବର ପ୍ରସାରଣ କରିବା ପରେ ଚେତିଛି ପ୍ରଶାସନ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବିଡିଓ ପିସି କାରବାର ନେଇ ପୂର୍ବତନ ସରପଂଚ ଓ ୱାଡ ମେମ୍ବରଙ୍କ ବିରୋଧରେ ଥାନାରେ ମାମଲା ଦାୟର କରିଛନ୍ତି । ଏହା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସୁପାରିଶ କରିଛନ୍ତି ।

ଦେଖନ୍ତୁ ଏହି ଭିଡିଓ –