ଜୀବନ ଯୁଦ୍ଧରେ ହାରି ନଥିବା ମଣିଷଙ୍କ କଥା: କନକ ନ୍ୟୁଜ୍ ର ନୂଆ କାର୍ଯ୍ୟକ୍ରମ ଅପରାଜିତା

6

କନକ ନ୍ୟୁଜ୍ ର ପ୍ରୟାସ ଏକ ଭିନ୍ନ ସ୍ୱାଦର ପ୍ରେରଣାଦାୟୀ କାହାଣୀ ଅପରାଜିତା । ଓଲିଉଡ ଜଗତରେ ୩ ଦଶନ୍ଧି ଧରି ଦର୍ଶକଙ୍କ ହୃଦୟ ଜିଣି ଆସୁଥିବା ବିଶିଷ୍ଟ ଅଭିନେତ୍ରୀ ଅପରାଜିତା ମହାନ୍ତି ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନା କରୁଛନ୍ତି । ସମାଜରେ ଏମିତି କିଛି ମହିଳା ଅଛନ୍ତି ଯେଉଁମାନେ ତାଙ୍କ ସହ ସବୁଠାରୁ ବଡ଼ ଅଘଟଣ ସତ୍ୱେ ଜୀବନ ଯୁଦ୍ଧରେ ହାରି ଯାଇ ନାହାନ୍ତି । ସେମାନଙ୍କ କାହାଣୀକୁ ନେଇ ଆମର ଏହି ସ୍ୱତନ୍ତ୍ର ଉପସ୍ଥାପନା ଅପରାଜିତା ।କନକ ନ୍ୟୁଜ୍ ରେ ଅପରାଜିତା କାର୍ଯ୍ୟକ୍ରମ ଆପଣ ଦେଖିପାରିବେ ପ୍ରତି ଶନିବାର ରାତି ୯ଟା ୩୦ ମିନିଟ୍ ରେ ।

Comments are closed.