୬୨ ବର୍ଷରେ ପଦାର୍ପଣ କଲେ ଲୋକପ୍ରିୟ ଅଭିନେତା କମଲ ହାସନ

21

ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା କମଲ ହାସନଙ୍କର ଆଜି ଜନ୍ମଦିନ । ତାଙ୍କ ଅଭିନୟ ଦକ୍ଷତାକୁ ଯେତେ ତାରିଫ କଲେ ସେତେ କମ ହେବ । ମାତ୍ର ୩ ବର୍ଷ ବୟସରୁ ସେ ଏକ ତାମିଲ ଫିଲ୍ମରୁ ଅଭିନୟ ଆରମ୍ଭ କରିଥିଲେ ।  କେବଳ ଯେ ଦକ୍ଷିଣ ଭାରତୀୟ ଫିଲ୍ମ ତା ନୁହଁ, ବଲିଉଡରେ ମଧ୍ୟ ସେ ବେଶ ପରିଚିତ । ଫିଲ୍ମ ବ୍ୟତୀତ ତାଙ୍କର ବିବାହ ଓ ପ୍ରେମ ପ୍ରସଙ୍ଗକୁ ନେଇ  ବେଶ କିଛି ଦିନ ପାଇଁ  ଚର୍ଚ୍ଚାରେ ଥିଲେ କମଲ ହାସନ ।