କଲ୍ୟାଣୀ ଦେବୀଙ୍କୁ ପାରଳାବାସୀଙ୍କ ଭବ୍ୟ ସମ୍ବର୍ଦ୍ଧନା

24

ପାରଳାଖେମୁଣ୍ଡି : ପାରଳାରେ ପଂହଚିଲେ ଗୋପୀନାଥ ଗଜପତିଙ୍କ ଝିଅ କଲ୍ୟାଣୀ ଦେବୀ । କଲ୍ୟାଣୀ ଦେବୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇ ସ୍ୱାଗତ କରିଛନ୍ତି ପାରଳାବାସୀ । ବାପାଙ୍କ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କରିବେ କଲ୍ୟାଣୀ ଦେବୀ । ସେପଟେ ଅନଙ୍ଗ ମଞ୍ଜରୀଙ୍କ ମୃତ୍ୟୁ ଘଟଣାରେ ତାଙ୍କୁ ଏସଆଇଟି ପଚରାଉଚରା କରିପାରେ ।