କଳାହାଣ୍ଡିରେ କନେଷ୍ଟବଳ ପତ୍ନୀଙ୍କ ଆତ୍ମହତ୍ୟା ଅଭିଯୋଗ

14

କଳାହାଣ୍ଡି : କଳାହାଣ୍ଡିରେ କନେଷ୍ଟବଳ ପତ୍ନୀଙ୍କ ଆତ୍ମହତ୍ୟା ଅଭିଯୋଗ । କିରୋସିନ ଢାଳି କନେଷ୍ଟବଳ ପତ୍ନୀଙ୍କ ଆତ୍ମହତ୍ୟା । ଶକ୍ତିନଗରପଡାର ଏପିଆର କନେଷ୍ଟବଳଙ୍କ ପତ୍ନୀ। ଯୈାତୁକ ପାଇଁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ।  ଭବାନୀପାଟଣା ଟାଉନଥାନା ପୁଲିସର ତଦନ୍ତ ଜାରି।