କଳାହାଣ୍ଡି : ଧାନମଣ୍ଡିକୁ ନେଇ ଶତାଧିକ ଚାଷୀ ଆନ୍ଦୋଳକୁ ଓହ୍ଲାଇଲେ

35

କନକ ବ୍ୟୁରୋ : ଧାନମଣ୍ଡିକୁ ନେଇ କଳାହାଣ୍ଡିରେ ଶତାଧିକ ଚାଷୀ ଆନ୍ଦୋଳକୁ ଓହ୍ଲାଇଛନ୍ତି । ମୋଟେର ଛକରେ ୨୬ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଚାଷୀ । ଫଳରେ ଜୟପୁର-କୋରାପୁଟ, ମୁଖୀଗୁଡା-ଜୟପାଟଣା ରାସ୍ତାରେ ଯାତାୟତ ବନ୍ଦ ରହିଛି । ଚାଷୀ ଅଭିଯୋଗ କରଛନ୍ତି ଯେ, ମିଲର ଧାନନେବାକୁ ଆସୁନାହାନ୍ତି ଓ କମ ଦରରେ ବିକ୍ରି କରିବାକୁ ଚାପ ପକାଉଛନ୍ତି ।