ସ୍ୱାମୀଙ୍କ କାନ୍ଧରେ ସ୍ତ୍ରୀର ଶବ ବୁହା ହେବା ଘଟଣା : ସିଡିଏମଓ କାର୍ଯ୍ୟାଳୟ ଘେରିଲା ଜିଲ୍ଲା କଂଗ୍ରେସ୍

30

କନ୍ଧମାଳ : ସ୍ୱାମୀଙ୍କ କାନ୍ଧରେ ସ୍ତ୍ରୀର ଶବ ବୁହା ହେବା ଘଟଣା । ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ସିଡିଏମଓ କାର୍ଯ୍ୟାଳୟ ଘେରିଛି ଜିଲ୍ଲା କଂଗ୍ରେସ୍ ।