ଚଳଚଂଚଳ କାକଟପୁର ମା ମଙ୍ଗଳାପୀଠ : ଧୁମଧାମରେ ଚାଲିଛି ଝାମୁ ଯାତ୍ରା

77

କନକ ବ୍ୟୁରୋ : ଚୈତ୍ରମାସ ତୃତୀୟ ମଙ୍ଗଳବାରରେ କାକଟପୁର ମା ମଙ୍ଗଳାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ । ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କୁ ଆଜି ମହାଲକ୍ଷ୍ମୀ ବେଶରେ ଦର୍ଶନ କରିଛନ୍ତି । ମଧ୍ୟାହ୍ନରେ ଘଂଟ ପାଟୁଆ ନୃତ୍ୟ ହେଇଥିବାବେଳେ ରାତିରେ କାଳିକ ନୃତ୍ୟ ଅନୁଷ୍ଠିତ ହେବ । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି ।