ୟାମି ଓ ହ୍ରିତିକଙ୍କ ରୋମାନ୍ସ ! ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘କାବିଲ୍’ର ଟ୍ରେଲର୍

41

ରିଲିଜ୍ ହୋଇଛିି ବହୁ ପ୍ରତୀକ୍ଷିତ ଫିଲ୍ମ ‘କାବିଲ’ର ଟ୍ରେଲର୍ । ଫିଲ୍ମରେ ଲିଡ ରୋଲରେ ଅଛନ୍ତି ହ୍ରିତିକ୍ ରୋଶନ୍ ଓ ୟାମି ଗୌତମ । ‘କାବିଲ୍’ ଜରିଆରେ ପୁଣି ଥରେ ନିଜ ଆକ୍ସନ ଅବତାରକୁ ଫେରିଛନ୍ତି ହ୍ରିତିକ୍ । ଏହା ସହ ଫିଲ୍ମରେ ରହିଛି ଉଭୟ ଯୋଡିଙ୍କ ଜୋରଦାର କେମିଷ୍ଟ୍ରୀ । ଆକ୍ସନ୍ , ଥ୍ରୀଲ୍ ଓ ରୋମାନ୍ସର ଏକ ସଂପୂର୍ଣ୍ଣ ପ୍ୟାକେଜ୍ ହେଉଛି ଫିଲ୍ମ ‘କାବିଲ୍’ ।

ଫିଲ୍ମରେ ଉଭୟ ହ୍ରିତିକ୍ ଓ ୟାମି ଅନ୍ଧ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ନେଗେଟିଭ୍ ରୋଲରେ ଅଛନ୍ତି ରୋନିତ୍ ରୟ ଓ ରୋହିତ୍ ରୟ । ଫିଲ୍ମର ନିର୍ଦେଶନା ଦେଇଛନ୍ତି ଆକ୍ସନ ଡିରେକ୍ଟର ସଂଜୟ ଗୁପ୍ତା । ଆସନ୍ତା ଜାନୁଆରୀ ୨୬ରେ ଫ୍ଲୋରକୁ ଆସିବ ଫିଲ୍ମ ‘କାବିଲ୍’ ।

ଦେଖନ୍ତୁ ଏହି ଭିଡିଓ :