ଆରପାରିରେ ଜଷ୍ଟିସ୍ ବିପି ରାୟ

564

ଆରପାରିରେ ଜଷ୍ଟିସ୍ ବିପି ରାୟ । ଗତକାଲି ତାଙ୍କର ପରଲୋକ ଘଟିଥିଲା । ଆଜି ଜଷ୍ଟିସ୍ ବିପି ରାୟଙ୍କ ମରଶରୀରକୁ ହାଇକୋର୍ଟକୁ ଅଣାଯାଇଥିଲା । ଯେଉଁଠି ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ହାକୋର୍ଟର ମୁଖ୍ୟ ବିଚାରପତି ସମେତ ଅନ୍ୟ ବିଚାରପତି ମାନେ ମଧ୍ୟ ଉପସ୍ଥିତ ରହି ଜଷ୍ଟିସ ବିପି ରାୟଙ୍କୁ ଶ୍ରଦ୍ଧାଞଳି ଜଣାଇଥିଲେ । ଏହାପରେ ତାଙ୍କ ମରଶରୀରକୁ ଜଗତସିଂହପୁର ତାଙ୍କ ପୈତୃକ ଗାଁକୁ ପଠାଇ ଦିଆଯାଇଥିଲା । ଯେଉଁଠାରେ ଜଷ୍ଟିସ୍ ବିପି ରାୟଙ୍କ ଶେଷକୃତ ସମ୍ପନ୍ନ ହୋଇଛି ।