ଜୟଦୀପଙ୍କୁ ପୁଣି ୨ ଦିନିଆ ରିମାଣ୍ଡରେ ନେବ ଭିଜିଲାନ୍ସ

18

ଜୟଦୀପଙ୍କୁ ପୁଣି ୨ ଦିନିଆ ରିମାଣ୍ଡରେ ନେବ ଭିଜିଲାନ୍ସ । ଅନୁମତି ଦେଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ତେବେ ଭିଜିଲାନ୍ସ ତିନି ଦିନ ପାଇଁ ଅବେଦନ କରିଥିବା ବେଳେ ୨ ଦିନ ପାଇଁ ଅନୁମତି ମିଳିଛି । ୮୮ଲକ୍ଷ ଟଙ୍କା ଦୁର୍ନୀତିରେ ଅଭିଯୁକ୍ତ ଅଛନ୍ତି ଜୟଦୀପ ।