ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ଜୀବନ ଓ ଜୀବିକା

69

ସମୁଦର ଅଗଣିତ ଜୁଆର ଏବଂ ଢେଉ ପ୍ରତିମୁହୂର୍ତ ରେ ବେଳାଭୂମି ରେ ଉଠୁଛି ଏବଂ ଫେରିଯାଉଛି । ଆଉଥରେ ପୁଣି ଉଠୁଛି ,ଏମିତି ଦିନରାତି ଅହରହ ଚାଲିଛି, କେବେ ଥକି ପଡନ୍ତିନି ଏ ଜୁଆର ମାନେ । କେଉଁ ଅଜଣା ସଫଳତା ପାଇଁ ସତେ ଯେମିତି ଏମାନେ ଜାରିରଖିଛନ୍ତି ତାଙ୍କର ନିରନ୍ତର ଉଦ୍ୟମ , ସେମିତି ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ର ସଦସ୍ୟ ମାନେ ସମୁଦ୍ର ଭଳି ଏବଂ ତାର ଢେଉ ମାନଙ୍କୁ ସାକ୍ଷୀରଖି ଅବାନ୍ତର ଭାବରେ ତାଙ୍କର ଅଭ୍ୟାସ ଜାରି ରଖିଛନ୍ତି । ନୃତ୍ୟ ଏମିତି ଏକ ଗାର୍ନ୍ଧବ କଳା ଯାହାକୁ ଅଭ୍ୟାସ କରିବା ଦ୍ୱାରା ଆମେ ନିଜର ଲକ୍ଷ୍ୟପଥକୁ ହାସଲ କରିପାରିବା । ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ମଧ୍ୟ ନିଜର ଅଭ୍ୟାସ ଏବଂ ସମର୍ପଣ ବଳରେ ଆଜି ସଫଳତାର ଶିଖର ଚଢି ପାରିଛନ୍ତି । ଜୀବନର କାନþଭାସþ ରେ ଦେଖିବା “ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ଜୀବନ ଓ ଜୀବିକା”