ଜୟପୁରର କୋରାପୁଟ ବ୍ଲକରେ ୨ସଉତୁଣୀଙ୍କ ମୃତ୍ୟୁ ! ବଡ଼ ସଉତୁଣୀ ସାନ ସଉତୁଣୀକୁ ଟାଙ୍ଗିଆରେ ଆକ୍ରମଣ କରି ,ବିଷ ପିଇ କଲେ ଆତ୍ମହତ୍ୟା

30

କନକ ବ୍ୟୁରୋ : ଜୟପୁରର କୋରାପୁଟ ବ୍ଲକରେ ୨ସଉତୁଣୀଙ୍କୁ ମୃତ୍ୟୁ । କୋରାପୁଟ ବ୍ଲକ ଅମିନିଗୁଡାରେ ବଡ଼ ସଉତୁଣୀର ଆକ୍ରମଣରେ ସାନ ସଉତୁଣୀର ମୃତ୍ୟୁ ହୋଇଛି । ଦୁହିଁଙ୍କ ମଧ୍ୟରେ ବିବାଦରେ ଉତକ୍ଷିପ୍ତ ହୋଇ ବଡ଼ ସଉତୁଣୀ ସାନ ସଉତୁଣୀକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଏଥିରେ ତାଙ୍କର ମୃତ୍ୟୁ ହୋଇଛି । ଏହାପରେ ବିଷ ପିଇ ବଡ଼ ସଉତୁଣୀ ଆତ୍ମହତ୍ୟା କରିଛନ୍ତି ।

ଦେଖନ୍ତୁ ଏହି ଭିଡ଼ିଓ –