କଳାହାଣ୍ଡି : ଜୟପାଟଣା ମୁଖିଗୁଡାରେ ଲୁଟ୍ ପରେ ମହିଳାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

39

କନକ ବ୍ୟୁରୋ : ଲୁଟ୍ ପରେ ହତ୍ୟା । କଳାହାଣ୍ଡି ଜୟପାଟଣା ମୁଖିଗୁଡାରେ ଲୁଟ୍ ପରେ ମହିଳାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ମୁଖିଗୁଡା ସେକ୍ଟର ୨ ଅଂଚଳର ସୁନାମୀ ବେୱାଙ୍କୁ ଗଳାକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସୁନା ଗହଣା ଲୁଟିବା ପରେ ମହିଳାଙ୍କୁ ହତ୍ୟା କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି  ।