ଗିରଫ ପରେ ଭୁବନେଶ୍ୱରରେ ପହଂଚିଲେ ଆଇପିଏସ୍ ଜୟଦୀପ ନାୟକ

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗିରଫ ପରେ ଭୁବନେଶ୍ୱରରେ ପହଂଚିଲେ ମହାଦୁର୍ନୀତିର ମହାନାୟକ । ବରିଷ୍ଠ ଆଇପିଏସ୍ ଅଧିକାରୀ ଜୟଦୀପ ନାୟକଙ୍କୁ ଗାଜିଆବାଦରୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ୮୮ ଲକ୍ଷ ଟଙ୍କାର କମ୍ପ୍ୟୁଟର ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି ଜୟଦୀପ । ୪ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ଭିଜିଲାନ୍ସ। ଜୟଦୀପଙ୍କୁ ଆଣି ଭୁବନେଶ୍ୱର ପହଁଚିବା ପରେ ଭିଜିଲାନ୍ସର ସୂଚନା ।