ଟ୍ରେନରୁ ଖସି ଯବାନ ଗୁରୁତର : ୪ ଜଣ ଦୁର୍ବୃତ ଚଳନ୍ତା ଟ୍ରେନରୁ ଠେଲିଦେଇଥିବା ଅଭିଯୋଗ

28

କନକ ବ୍ୟୁରୋ : ଟ୍ରେନରୁ ଖସି ଯବାନ ଗୁରୁତର। ଭବନୀପାଟଣାରେ ବୋକାରୋ ଟ୍ରେନରୁ ଖସି ଗୁରୁତର ହୋଇପଡିଛନ୍ତି ରେଳବାଇ ଯବାନ ଭୁବନେଶ୍ୱର ଠାକୁର। ତାଙ୍କୁ ୪ ଜଣ ଦୁର୍ବୃତ କେସିଙ୍ଗା ନିକଟରେ ଚଳନ୍ତା ଟ୍ରେନରୁ ଠେଲିଦେଇଥିବା ଅଭିଯୋଗ ହୋଇଛି ।

ଗୁରୁତର ଅବସ୍ଥାରେ ଭୁବନେଶ୍ୱରଙ୍କୁ ଭବାନୀପାଟଣା ମେଡିକାଲରେ ଭର୍ତି କରାଯାଇଛି । ସେ ବୋକାରୋ ଟ୍ରେନରେ ହିଁ କାର୍ଯ୍ୟରତ ଥିଲେ ରେଲବାଇରେ ନିଯୁକ୍ତ ଆରପିଏଫ ଯବାନ ଭୁବନେଶ୍ୱର ଠାକୁର ଟିଟଲାଗଡରେ କାମ କରୁଛନ୍ତି।

ଏହା ସହ ଦେଖନ୍ତୁ ଏହି ଭିଡିଓ –