ବ୍ରହ୍ମଗିରିରେ ଜାପାନୀଜ୍ ଏନସେଫାଲାଇଟିସ୍ ଆତଙ୍କ : ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ

0

ବ୍ରହ୍ମଗିରି : ମାଲକାନଗିରି ପରେ ଏବେ ବ୍ରହ୍ମଗିରିରେ ଜାପାନୀଜ୍ ଏନସେଫାଲାଇଟିସ୍ ଆତଙ୍କ । ବ୍ରହ୍ମଗିରିରେ ଏନସେଫାଲାଇଟିସ୍  ରୋଗରେ ଜଣେ ୧୧ ବର୍ଷର ପିଲାର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କିରଣ ବାରିକ । ଗତ ମେ ମାସରେ ସେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ । ଏସସିବିରେ ମାସେ ଚିକିତ୍ସାଧିନ ପରେ ସେ ଘରକୁ ଫେରିଥିଲେ । ଏବେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

Comments are closed.