ମହାନଦୀ ଜଳ ବିବାଦ ପ୍ରସଙ୍ଗ : ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

24

କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ମାମଲାରେ କେନ୍ଦ୍ର, ଛତିଶଗଡ , ଓଡିଶା ସରକାର ଓ ସିଡବ୍ଲୁସି ପକ୍ଷଭୁତ ଅଛନ୍ତି ।