ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ପାଦଦେବେ ବଲିଉଡରେ

40

ଶ୍ରୀଦେବୀ ଓ ବୋନି କାପୁରଙ୍କ ଝିଅ ଜାହ୍ନବୀ କପୁର ଏବେ ବଲିଉଡରେ ପାଦ ରଖିବାକୁ ଯାଉଛନ୍ତି । ବରୁଣ ଧବନଙ୍କ ସହ ସେ ସ୍କ୍ରିନ ସେୟାର କରବେ । ଜାହ୍ନବୀ, ବରୁଣଙ୍କ ସହ ଫିଲ୍ମ “ସିଦଦ୍ଦତ’ରେ ଅଭିନୟ କରିବେ । ଏଥିରେ ଜାହ୍ନବୀ ବରୁଣଙ୍କ ହିରୋଇନ ହେବେ ବୋଲି ଜଣାପଡିଛି । ଏହି ଫିଲ୍ମର ପ୍ରଯୋଜନା କରିବେ କରଣ ଜୋହର, ଏବଂ ଫିଲ୍ମଟିକୁ ନିର୍ଦେଶନା ଦେଇଛନ୍ତି ଅଭିଷେକ ବର୍ମନ ।