ଉରିରେ ଆତଙ୍କବାଦୀ ହମଲା : ଭାଇରାଲ ହେଲା ଯବାନଙ୍କ କବିତା ଭିଡିଓ

44

ଜମ୍ମୁର ଉରି ସେକ୍ଟରରେ ରବିବାର ସକାଳେ ଆତଙ୍କବାଦୀ ହମଲାରେ ୧୮ ଯବାନ ଶହିଦ ହୋଇଗଲେ । ଏହା ପୂରା ଭାରତରେ ହଲଚଲ କରିଦେଇଛି । ଏହି ସମୟରେ ୟୁଟ୍ୟୁବରେ ଏକ ଭିଡିଓ ଖୁବ୍ ଭାଇରାଲ ହୋଇଛି ।

ଏହି ଭିଡିଓରେ ଏକ ବସରେ କିଛି ଯବାନ ବସିଥିବାର ନଜର ଆସୁଛି । ଯେଉଁଥିରେ ଜଣେ ଯବାନ ଠିଆ ହୋଇ ପଡୋଶୀ ଦେଶକୁ ଚେତାବନୀ ମୂଳକ କବିତା ଆବୃତି କରୁଛନ୍ତି ।

ଏହି ଭିଡିଓ ଇଂଟରନେଟରେ ଖୁବ୍ ସେୟାରିଂ ହେଉଛି । ଦେଖନ୍ତୁ ଏହି ଭିଡିଓ –