ଦଲାଲ ଖାଇଗଲେ ଇନ୍ଦିରା ଆବାସ ଟଙ୍କା : ଝଗଡା କରି ଜେଲରେ ହିତାଧିକାରୀ

17

କନକ ବ୍ୟୁରୋ : ଦଲାଲ ଖାଇଗଲା ଇନ୍ଦିରା ଆବାସ ଟଙ୍କା । ଗାଁ ଗହଳିର ଗରିବ, ଅପାଠୁଆ ହିତାଧିକାରୀ ଠିକାଦାରଙ୍କ ଚଂଚକତାର ଶିକାର ହେଉଛନ୍ତି । ପ୍ରଶାସନିକ କର୍ମଚାରୀଙ୍କ ସହ ମିଶି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରୁଛନ୍ତି । ଆଉ ସରକାରୀ ଘର ପାଇବାକୁ ଅପେକ୍ଷା କରିଥିବା ହିତାଧିକାରୀ ହନ୍ତସନ୍ତ ହେବା ପରେ ହାତକୁ ନେଉଛନ୍ତି ଆଇନ ।

ଘର ନପାଇ ଗଣ୍ଡଗୋଳ କରିବାକୁ ଜୟପୁରର ଜଣେ ହିତାଧିକାରୀ ୬ ବର୍ଷ ହେଲା ଜେଲରେ ଅଛନ୍ତି । ଏପଟେ ଗରିବଙ୍କ ସରକାରୀ ସାହାଯ୍ୟ ଟଙ୍କା ଚଳୁକରି ମାଲାମାଲ୍ ହେଉଛନ୍ତି ଠିକାଦାର ।

ଦେଖନ୍ତୁ ଏହି ଭିଡିଓ –