ଏଣିକି ଜଗମୋହନ ଭିତରକୁ ଯାଇପାରିବେ ଭକ୍ତ

17

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଏଣିକି ଜଗମୋହନ ଭିତରକୁ ଯାଇପାରିବେ ଭକ୍ତ । କାରଣ ଜଗମୋହନର ଫାଟ ଓ ପିଲାରର ମରାମତି ଶେଷ ହୋଇଛି । ତେବେ ଅନ୍ୟ ୩ଟି ପିଲାରର ତାଳି ମରାମତି ପରେ କରାଯିବ । ଏନେଇ ସୂଚନା ଦେଇଛନ୍ତି ଐତିହ୍ୟ ନିର୍ଦେଶକ ଅଶୋକ ପଟେଲ ।