ଜଗମୋହନରେ ପୋର୍ଟାଲ ଫ୍ରେମ ସ୍ଥାପନ ଶେଷ ! ଏଏସଆଇକୁ ହସ୍ତାନ୍ତର କରିବ ପୂର୍ତ୍ତ ବିଭାଗ

26

କନକ ବ୍ୟୁରୋ : ଆଜି ପୂର୍ତ୍ତବିଭାଗ ଏଏସଆଇକୁ ଜଗମୋହନ ହସ୍ତାନ୍ତର କରିବ । ଜଗମୋହନରେ ପୋର୍ଟାଲ ଫ୍ରେମ ସ୍ଥାପନ ହୋଇଥିବାରୁ ବରିଷ୍ଠ ଅଧିକାରୀମାନେ ଆଜି ଜଗମୋହନ ପରିଦର୍ଶନରେ ଆସିବେ । ପୂର୍ବରୁ ହାଇକୋର୍ଟରେ ଜୁନ ୨ ତାରିଖରେ କାମ ସଂପୁର୍ଣ ହେବ ବୋଲି ସତ୍ୟପାଠ ଦାଖଲ ହୋଇଥିଲା । ମଧ୍ୟାହ୍ନରେ ଅଧିକାରୀମାନେ ପହଂଚିବାପରେ ଜଗମୋହନକୁ ହସ୍ତାନ୍ତର କରାଯିବ ।