ଜଗତସିଂହପୁର ମାଛଗାଁ ନିକଟରେ ଅଟୋକୁ ପିଟିଲା ହାଇୱା ! ୭ ମୃତ

39

କନକ ବ୍ୟୁରୋ: ଜଗତସିଂହପୁରର ମାଛଗାଁ ଛକ ନିକଟରେ ଅଟୋକୁ ପିଟିଲା ହାଇୱା । ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ । ମାଛଗାଁ ରାସ୍ତାର ଇଟାପଡା ଛକରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସମସ୍ତ ମୃତ ଓ ଆହତ ସିଙ୍ଗିଟାଳିଆ ଗାଁର ବୋଲି ଜଣାପଡିଛି । ନେମାଳ ଗାଦିରୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –