ଜଗମୋହନ ମରାମତି ପ୍ରସଙ୍ଗ : ଶ୍ରୀମନ୍ଦିରରେ ପହଚିଂଲା ଏଏସଆଇ ବିଶେଷଜ୍ଞ ଦଳ

49

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଜଗମୋହନ ମରାମତି ପ୍ରସଙ୍ଗରେ ଶ୍ରୀମନ୍ଦିରରେ ପହଚିଂଲେ ଚେନ୍ନାଇ ଆଇଆଇଟି ବିଶେଷଜ୍ଞ ଦଳ । ଏଏସଆଇ ଟିମଙ୍କ ସହ ୨ ବରିଷ୍ଠ ଅଧିକାରୀ ପୁରୀରେ ପହଚିଂଛନ୍ତି । ଏଏସଆଇର ସୁପାରିସ କ୍ରମେ ଏହି ଟିମ୍ ପୁରୀରେ ପହଂଚିଛି । ମରାମତି କାମର ରୂପରେଖ ନିର୍ଦ୍ଧାରଣ ଓ କୋର କମିଟି ସହ ଆଲୋଚନା ପାଇଁ ଚେନ୍ନାଇ ଆଇଆଇଟି ପ୍ରଫେସର ଅରୁଣ ମେନନଙ୍କ ନେତୃତ୍ୱରେ ଏହି ବିଶେଷଜ୍ଞ ଦଳ ଆସିଛି ।