ଜଗମୋହନ ମରାମତି ପ୍ରସଙ୍ଗ : ପୁରୀରେ ପହଚିଂଲା ୩ ଟନ ଷ୍ଟେନଲେସ ଷ୍ଟିଲ ପ୍ଲେଟ

33

ପୁରୀ ବ୍ୟୁରୋ, କନକ ନ୍ୟୁଜ୍: ଅଣସର ପରେ ଆରମ୍ଭ ହେବ ଜଗମୋହନ ମରାମତି କାମ । ଏନେଇ ଆଜି ପୁରୀରେ ପହଚିଂଲା ଷ୍ଟେନଲେସ ଷ୍ଟିଲ ପ୍ଲେଟ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଷ୍ଟିଲ ଫ୍ରେମରଖାଯାଇ ମହାପ୍ରଭୁଙ୍କ ରଥଯାତ୍ରା ପରେ ଜଗମୋହନରେ ଲଗାଯିବ । ୩ ଟନର ଏହି ଷ୍ଟିଲ ଫ୍ରେମ ପୁରୀରେ ପହଚିଂବା ପରେ ବୈଷୟିକ କମିଟିର ଅଧିକାରୀ ଏହି ପ୍ଲେଟକୁ ଯାଂଚ କରିଛନ୍ତି ।