ଶ୍ରୀମନ୍ଦିର ଜଗମୋହନ ଛାତର ହେବ ମରାମତି : ବିମ୍ ଓ ପିଲର ପରି ଦିଆଯିବ ସୁରକ୍ଷା

37

କନକ ବ୍ୟୁରୋ : ଶ୍ରୀମନ୍ଦିର ଜଗମୋହନ ଛାତର ହେବ ମରାମତି । ବିମ୍ ଓ ପିଲର ପରି ଛାତକୁ ସୁରକ୍ଷା ଦିଆଯିବ । ଛାତ ସୁରକ୍ଷା ପ୍ରସ୍ତାବକୁ ଏସଆଇ ଡିଜି ଅନୁମୋଦନ କରିଛନ୍ତି । ଛାତର ସୁରକ୍ଷା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ୨୩ରେ ପୁରୀ ଆସିବ ବୈଷୟିକ କୋର କମିଟି । ପୁରୀ ଆସି ଡିଜାଇନ ପ୍ରସ୍ତୁତ କରିବ ବୈଷୟିକ ଟିମ । ଡିଜାଇନ ଅନୁମୋଦନ ପରେ କାମ ଆରମ୍ଭ ହେବ ।