ଫ୍ୟାନଙ୍କ ପାଇଁ ଖୁସି ଖବର : ରଣବୀର-କ୍ୟାଟ୍ରିନାଙ୍କ ନୂଆ ଫିଲ୍ମ ରିଲିଜ ତାରିଖ ଚୁଡାନ୍ତ

47

source-http://media2.intoday.in/indiatoday

କ୍ୟାଟ୍ରିନା କୈଫ୍ ଓ ରଣବୀର କପୁରଙ୍କ ଫ୍ୟାନ୍ ମାନଙ୍କ ପାଇଁ ଏକ ଖୁସି ଖବର  । ଖୁବ୍ ଶୀଘ୍ର ବଡ ପରଦାକୁ ଆସୁଛି ଏହି ଦୁଇ ଷ୍ଟାରଙ୍କ ଅପକମିଙ୍ଗ ଫିଲ୍ମ ଜଗା ଜାସୁସ୍ । ଏହି ଫିଲ୍ମର ରିଲିଜ ଡେଟ୍ ଘୋଷଣା ହୋଇଛି । ଫିଲ୍ମର ସୁଟିଂ କାର୍ଯ୍ୟ ଶେଷ ହୋଇଥିବାବେଳେ ରିଲିଜ ଡେଟକୁ ଅପେକ୍ଷା ଥିଲା । ଯାହାର ଏବେ ଅନ୍ତ ଘଟିଛି ।

source-http://media2.intoday.in/indiatoday

୨୦୧୭ ମସିହା ଏପ୍ରିଲ ୭ରେ ରିଲିଜ ହେବ ଫିଲ୍ମ ଜଗା ଜାସୁସ୍ । ରଣବୀର-କ୍ୟାଟ୍ରିନା ବ୍ରେକଅପ୍ କାରଣରୁ ଅନେକ ଥର ଏହି ଫିଲ୍ମର ସୁଟିଂକୁ ବନ୍ଦ ରଖାଯାଇଥିଲା । ରଣବୀର-କ୍ୟାଟ୍ରିନାଙ୍କୁ ଏକାସାଥିରେ ଦେଖିବା ପାଇଁ ୭ ଏପ୍ରିଲ ୨୦୧୭ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ଜଗା ଜାସୁସ୍ ରଣବୀର କପୁରଙ୍କ ହୋମ ପ୍ରଡକସନର ପ୍ରଥମ ଫିଲ୍ମ । ଏହାର ନିର୍ଦ୍ଦେଶକ ଅନୁରାଗ ବାସୁ ।