ଭାରତରେ ଚୀନ ନାୟକ ଜ୍ୟାକି ଚ୍ୟାନ !

26

ଭାରତରେ ଚୀନ ଆକ୍ଟର ଜ୍ୟାକି ଚ୍ୟାନ । ନିଜ ଆଗାମୀ ସିନେମାର କୁଙ୍ଗ ଫୁ ୟୋଗା’ର ପ୍ରମୋସନ ପାଇଁ ସେ ଭାରତ ଆସିଛନ୍ତି । ଭାରତ ଆସିବା ପରେ ସେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଭେଟିଛନ୍ତି ।

ତେବେ ଏହି ସମୟରେ ଦୁହେଁ ଉଠାଇଥିବା କିଛି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ସଲମାନ ।