ବିବାଦୀୟ ଭିଡିଓକୁ ନେଇ ମେୟରଙ୍କ ମାନହାନୀ ମାମଲା : କୋର୍ଟରେ ହାଜର ହେଲେ ପ୍ରଦୀପ ପାଣ୍ଡେ ଓ ଇତୀଶ୍ ପ୍ରଧାନ

17

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ମେୟରଙ୍କ ବିବାଦୀୟ ସିଡି ପ୍ରସଙ୍ଗରେ ମେୟରଙ୍କ ପକ୍ଷରୁ କରାଯାଇଥିବା ମାନହାନୀ ମାମଲାରେ କୋର୍ଟରେ ହାଜର ହେଲେ ଇତୀଶ୍ ପ୍ରଧାନ ଓ ପ୍ରଦୀପ ପାଣ୍ଡେ । ଆଜି ସିନିୟର ଡିଭିଜନ ସିଭିଲ୍ ଜଜଙ୍କ କୋର୍ଟରେ ହାଜର ହୋଇଛନ୍ତି ଉଭୟ । ମେୟର ଉଭୟଙ୍କ ନାଁରେ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି ।