ରିମାଣ୍ଡରେ ଯିବେ ସୋଆ ପ୍ଲେସମେଂଟ ଡିନ୍ : ରାଜ କୁମାରଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ କମିସନରେଟ ପୁଲିସର ଆବେଦନ

21

କନକ ବ୍ୟୁରୋ : ଖୋଲିବ ଆଇଟିଇଆର କେଳେଙ୍କାରୀ ଗୁମର । ସୋଆ ପ୍ଲେସମେଂଟ ଡିନ ରାଜକୁମାର ହୋତାଙ୍କୁ ରିମାଣ୍ଡରେ ନେବାକୁ କମିସନରେଟ ପୁଲିସର ନିବେଦନ । ୩ ଦିନିଆ ରିମାଣ୍ଡରେ ନେବାକୁ ଖୋର୍ଦ୍ଧା ଏସଡିଜେଏମ କୋର୍ଟରେ ଆବେଦନ କରିଛି କମିସନରେଟ ପୁଲିସ । ଗତକାଲି ଫେକ ପ୍ଲେସମେଂଟ ଅଭିଯୋଗରେ ରାଜକୁମାରଙ୍କୁ ଗିରଫ କରିଥିଲା କମିସନରେଟ ପୁଲିସ ।