ସଂପର୍କ ଭାଙ୍ଗିବାରୁ ପ୍ରତିଶୋଧ ନେଲା ନିଶାଖୋର ପ୍ରେମିକ ! ଅଶ୍ଳୀଳ ଏମଏମଏସ୍ ମାମଲାରେ ଇଂଜିନିଅରିଂ ଛାତ୍ରୀଙ୍କ ବୟାନ୍

59

କନକ ବ୍ୟୁରୋ : ଆଇ.ଟି.ଇ.ଆର୍ ଇଂଜିନିୟରିଂ କଲେଜରେ ଛାତ୍ରୀଙ୍କ ଏମ.ଏମ୍.ଏସ୍ ଭାଇରାଲ ଘଟଣାରେ ବୟାନ ରଖିଛନ୍ତି ଛାତ୍ରୀ । କେମିତି ନିଜ ପ୍ରେମ ଜାଲରେ ଫଶାଇ ରୋମିଓ ପ୍ରେମିକ ଅନ୍ତରଙ୍ଗ ମୁହର୍ତ୍ତର ଭିଡିଓ ଭାଇରାଲ କଲା ସେନେଇ ପୁଲିସକୁ ବିସ୍ତୃତ ଭାବେ ଜଣାଇଛନ୍ତି ଯୁବତୀ । ପୁଲିସକୁ ଦିଆଯାଇଥିବା ଏହି ବୟାନ କନକ ନ୍ୟୁଜର ହସ୍ତଗତ ହୋଇଛି ।

ଦେଖନ୍ତୁ ଏହି ରିପୋର୍ଟ :